କଟକଣା ସତ୍ତ୍ୱେ ଗଙ୍ଗାରେ ବୁଡ଼ ପକାଇଲେ ଶହ ଶହ ଲୋକ

ହରିଦ୍ୱାର: ଆଜି ରବିବାର ଗଙ୍ଗା ଦଶହରା ଅବସରରେ ଉତ୍ତରାଖଣ୍ଡ ହରିଦ୍ୱାରର ଗଙ୍ଗା କୂଳରେ ଶହ ଶହ ଭକ୍ତ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି। କରୋନା ମହାମାରୀ ପାଇଁ ପ୍ରଶାସନ ଗଙ୍ଗା ସ୍ନାନ ଉପରେ ରୋକ ଲଗାଇଥିବା ବେଳେ ଲୋକେ ଖୁଲମ ଖୁଲା ନିୟମ ଉଲ୍ଲଙ୍ଘନ କରି ଗଙ୍ଗାରେ ବୁଡ଼ ପକାଉଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏହି ସମାନ ଦୃଶ୍ୟ ଉତ୍ତରପ୍ରଦେଶର ଫାରୁଖବାଦ୍ ସହରରେ ମଧ୍ୟ ଦେଖିବାକୁ ମିଳିଛି। ଲୋକେ … Continue reading କଟକଣା ସତ୍ତ୍ୱେ ଗଙ୍ଗାରେ ବୁଡ଼ ପକାଇଲେ ଶହ ଶହ ଲୋକ